୩ ବର୍ଷର ଶିଶୁ ପୁଅକୁ ଧରି ଟ୍ରେନ ଆଗକୁ ଡେଇଁଲା ମା’

ଭୁବନେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନୂଆଗାଁ ରେଳ ଷ୍ଟେସନ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ଆଜି ଅପରାହ୍ନ ସାଢ ଗୋଟାଏ ବେଳେ ଜଣେ ମା’ ନିଜର ୩ ବର୍ଷର ଶିଶୁପୁତ୍ର ସହ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି। ସଂପୃକ୍ତ ମହିଳା ଜଣକ ନିକଟରେ ଥିବା ଦୁଧହଂସା ଗାଁର ବୋଲି ଜଣାପଡ଼ିଛି। ଜିଆରପି ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆତ୍ମହତ୍ୟାର … Continue reading ୩ ବର୍ଷର ଶିଶୁ ପୁଅକୁ ଧରି ଟ୍ରେନ ଆଗକୁ ଡେଇଁଲା ମା’